Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବନ୍ୟା ପ୍ରଭାବିତଙ୍କୁ ୨୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

    Share on :
    Date: Oct 14, 2018    Views: 3071

    ଭୁବନେଶ୍ୱର : ବନ୍ୟା ପ୍ରଭାବିତଙ୍କୁ ୨୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଣ କରିବା ପାଇଁ ଆଇଓସିଏଲ ପକ୍ଷରୁ ଘୋଷଣା କରାଯାଇଛି  । ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ  ୨୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଣ କରାଯିବ  । ଏଥିପାଇଁ ଆଇଓସିଏଲ ପକ୍ଷରୁ ପ୍ରଭାବିତ ତିନି ଜିଲ୍ଲାରେ ସ୍ୱତନ୍ତ୍ର କ୍ୟାମ୍ପ କରାଯିବ  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଦେ୍ର୍ଧଶରେ ଆଇଓସିଏଲ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି  ।

    Maximum 500 characters

    ଅଧିକ ମତାମତ

    Bahut badhia

    Sampada Kumar mahankuda

    Oct 15, 2018

    ଯୋଜନା ଓ ବିକାଶ View all

    Find Us on Facebook