Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୀତିଶ କୁମାରଙ୍କ ଉପରକୁ ଜୋତା ଫିଙ୍ଗି ଯୁବକ ଗିରଫ

    Share on :
    Date: Oct 11, 2018    Views: 291

     ନୂଆଦିଲ୍ଲୀ:ଜେଡିୟୁର ଛାତ୍ର ସମାଗମ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଯାଇଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ  ଜୋତା ଫିଙ୍ଗି ଜଣେ ଯୁବକ ଗିରଫ ହୋଇଛନ୍ତି ।  ଗିରଫ ଜଣକ ହେଉଛନ୍ତି ଚନ୍ଦନ ତିୱାରି । ସଭା କାର୍ଯ୍ୟ ଚାଲିଥିବାବେଳେ ଚନ୍ଦନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । 

    ଚନ୍ଦନ ଔରଙ୍ଗାବାଦ ଅଞ୍ଚଳର ନିବାସୀ ହୋଇଥିବାବେଳେ ସେ ନିଜକୁ ସବର୍ଣ୍ଣ ସେନାର ସଦସ୍ୟ ବୋଲି ପରିଚୟ ଦେଇଛନ୍ତି । ନୀତିଶଙ୍କ ସଂରକ୍ଷଣ ନୀତିକୁ ସମର୍ଥନ ହେତୁ ବିହାରରେ ସବର୍ଣ୍ଣ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଥିବା ଚନ୍ଦନ କହିଛନ୍ତି । 

    Read more

    ଇସ୍ତଫା ଦେବାକୁ ଚାହୁଛନ୍ତି ନୀତୀଶ: ଖୁସୱା

    ପାଟନା: ଖୁବଶୀଘ୍ର ବିହାର ମୁଖ୍ୟମନ୍ତ୍ରୀ ପଦ ଖାଲି ହୋଇପାରେ । ରଜନୀତିରେ ଅତିଷ୍ଠ ନୀତୀଶ କୁମାର ଇସ୍ତଫା ଦେବାକୁ ଚାହୁଁଛନ୍ତି । ତାଙ୍କୁ କେହି ଇସ୍ତଫା ଦେବା ପାଇଁ ବାଧ୍ୟ କରିନାହାନ୍ତି । ସେ ନିଜ ଆଡ଼ୁ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି ବୋଲି ଏନଡିଏ ସହଯୋଗୀ ତଥା ...

    Read more

    ନୀତୀଶଙ୍କ ନିର୍ବାଚନୀ ଉପହାର: ଏସସି ଏସଟି କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ

    ପାଟନା: ୨୦୧୯ ଲୋକସଭା ଓ ୨୦୨୦ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏସସି ଓ ଏସଟି ବର୍ଗର ସରକାରୀ କର୍ମଚାରୀଙ୍କ ପାଇଁ ଆଗୁଆ ଉପହାର ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହି ବର୍ଗର ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ...

    Read more

    ୨୦୧୯ରେ ମୋଦିଙ୍କୁ କେହି ହରେଇ ପାରିବେ ନାହିଁ: ନୀତୀଶ

    ପାଟନା :  ଆସନ୍ତା ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଲେଞ୍ଜ ଦେବାକୁ କୌଣସି ନେତାଙ୍କର ଶକ୍ତି ନାହିଁ । ଏହା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେ ନିଜେ ଗଢ଼ିଥିବା ମହାମେଣ୍ଟ ଭାଙ୍ଗି ନୀତୀଶ ପୁଣି ଥରେ ବିଜେପି ମେଣ୍ଟରେ ସାମିଲ ହେବା ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook