Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଯୁବତୀଙ୍କୁ ଗଣଦୁଷ୍କର୍ମ, ୫ ଗିରଫ

    Share on :
    Date: Oct 11, 2018    Views: 200

    ବଣାଇ:  ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ୫ଜଣଙ୍କୁ ଗିରଫ କରିଛି । ଗତ ମଙ୍ଗଳବାର ସମ୍ପୃକ୍ତ ଯୁବତୀ ଜଣକ ନିଜର ସାନ ଭାଇ ସହ ଘରକୁ ଫେରୁଥିଲେ ।

    ତେବେ କେ. ବଳାଙ୍ଗ ଥାନା ରେଞ୍ଜେଡ଼ା ଗ୍ରାମ ନିକଟରେ ସମ୍ପୃକ୍ତ ୫ ଜଣ ଯୁବତୀଙ୍କୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ ।

    ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।  

    Maximum 500 characters

    ଆଂଚଳିକ View all

    Find Us on Facebook