ମୁଖ୍ୟ ଖବର
ବଣାଇ: ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ୫ଜଣଙ୍କୁ ଗିରଫ କରିଛି । ଗତ ମଙ୍ଗଳବାର ସମ୍ପୃକ୍ତ ଯୁବତୀ ଜଣକ ନିଜର ସାନ ଭାଇ ସହ ଘରକୁ ଫେରୁଥିଲେ ।
ତେବେ କେ. ବଳାଙ୍ଗ ଥାନା ରେଞ୍ଜେଡ଼ା ଗ୍ରାମ ନିକଟରେ ସମ୍ପୃକ୍ତ ୫ ଜଣ ଯୁବତୀଙ୍କୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ ।
ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।
Comments ସମସ୍ତ ମତାମତ 0