Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କାର୍ତ୍ତି ଚିଦାମ୍ବରମଙ୍କ ୫୪କୋଟିର ସମ୍ପତ୍ତି ବାଜ୍ୟାପ୍ତ

    Share on :
    Date: Oct 11, 2018    Views: 75

    ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ପକ୍ଷରୁ ପି. ଚିଦାମ୍ବରଙ୍କ ପୁଅ କାର୍ତ୍ତି ଚିଦାମ୍ବରଙ୍କ ୫୪ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି । ବାଜ୍ୟାପ୍ତ ସମ୍ପତ୍ତି ତାଲିକାରେ କିଛି ଭାରତରେ ରହିଥିବାବେଳେ କିଛି ବିଦେଶ(ଇଂଲଣ୍ଡଓ ସ୍ପେନ)ରେ ମଧ୍ୟ ରହିଛି । କାର୍ତ୍ତିଙ୍କ ନୂଆଦିଲ୍ଲୀ ସ୍ଥିତ ଜୋରବାଗ, ଉଟି, କୋଡାଇକେନାଲର ବହୁତଳ ପ୍ରସାଦ ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି । କାର୍ତ୍ତିଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟାକୁ ତରବରିଆଭାବେ କରାଯାଇଛି ବୋଲି ପ୍ରତିକ୍ରିୟା ପ୍ରକାଶ କରି ଚିଦାମ୍ବରମ ଟ୍ୱିଟ କରିଛନ୍ତି । ଖୁବଶୀଘ୍ର ଏଭଳି ପ୍ରକ୍ରିୟା ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବାକୁ ସେ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook