Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଚିଲିକାରେ ପ୍ରାକୃତିକ ମୁହାଣ, ୧୫ ଗାଁ ପ୍ରଭାବିତ

    Share on :
    Date: Oct 11, 2018    Views: 71

    ଭୁବନେଶ୍ୱର: ବାତ୍ୟା ‘ତିତଲି’ ପ୍ରଭାବରେ ଚିଲିକା ମଧ୍ୟ ଅଶାନ୍ତ ହୋଇପଡ଼ିଛି ।  ‘ତିତଲି’ ସ୍ଥଳଭାଗ ଛୁଇଁଥିବାବେଳେ ଅରଖକୁଦା ନିକଟରେ ଏକ ପ୍ରାକୃତିକ ମୁହାଣ ଖୋଲିଯାଇଛି । ଏହି ମୁହାଣ ଦ୍ୱାରା ପ୍ରାୟ ୧୫ଟି ଗାଁ ପ୍ରଭାବିତ ହେବାର ଆଶଙ୍କା  ରହିଛି । ସେଠାରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବୋହୁଥିବାବେଳେ  ମୁହାଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

    ପାଣି ପଶିଲେ କଚ୍ଚା ଘର ଭାଙ୍ଗିଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ୨ଟି ଗ୍ରାମରେ ପାଣି ପଶିଯାଇଥିବାବେଳେ ସେଠାରେ ଥିବା ଏକ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook