ଓକିଲଙ୍କ ଆନେ୍ଦାଳନ ପ୍ରତ୍ୟାହୃତ

କଟକ: ଦୀର୍ଘ ଅଢେଇ ମାସ ପରେ ବୁଧବାର ହାଇକୋର୍ଟ ଓକିଲଙ୍କ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ହାଇକୋର୍ଟ ଓକିଲ ସଂଘ ସଭାପତି ଶ୍ରୀକାନ୍ତ ନାୟକ । ଫଳରେ ଆସନ୍ତାକାଲି ଠାରୁ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗଦେବେ ବୋଲି ବାର ସାଧାରଣ ପରିଷଦ ...