Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ତିତଲି ଡର: କେଉଁ ୫ ଜିଲ୍ଲାରେ ହେବ ସ୍ଥାନାନ୍ତରଣ

    Share on :
    Date: Oct 10, 2018    Views: 1263

    ଭୁବନେଶ୍ୱର: ତିତଲି ଡର ଖାଇ ଗୋଡ଼ାଉଛି  । ହୁଡୁଡୁଡୁ ଓ ଫାଇଲିନ ଭଳି ତିତଲି ଯଦିଓ ସେତେଟା ମାରାତ୍ମକ ହେବ ନାହିଁ, ତଥାପି ବି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ୫ ଜିଲ୍ଲାର ତଳିଆ ଅଞ୍ଚଳ ଲୋକମାନଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ।

    ଗଞ୍ଜାମ ଜିଲ୍ଲାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ଏଯାବତ ୭୫୩ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।  ଏହା ପରେ ପରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ।

    ଏଥିପାଇଁ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏତଦବ୍ୟତୀତ ରିଲିଫ ସାମଗ୍ରୀ ମଧ୍ୟ ମହଜୁଦ ରହିଛି । 

    Read more

    ୧୧ ଆଇପିଏସ୍ ଅଫିସରଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ

    ଭୁବନେଶ୍ୱର : ଆସୁଥିବା ବାତ୍ୟାକୁ ନେଇ ରାଜ୍ୟରେ ୧୧ଟି ଜିଲ୍ଲାର ଦାୟିତ୍ୱ ୧୧ଜଣ ଆଇପିଏସ୍  ଅଫିସରଙ୍କୁ ଦିଆଯାଇଛି । ବାତ୍ୟା ସଠିକ୍ ମୁକାବିଲା କରିବା ପାଇଁ ସମସ୍ତ ଅଫିସର ମାନଙ୍କୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ମାନଙ୍କର ଦାୟିତ୍ୱ ଦିଆଯାଇଛି ...

    Read more

    ଓଡ଼ିଶାରେ ପଡ଼ିବ ‘ଫନି’ ପ୍ରଭାବ

    ଭୁବନେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଫନି’ର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି  ପୂର୍ବରୁ କୁହାଯାଉଥିଲେ ହେଁ ଏହାର କିଛିଟା ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ।  ଏନେଇ ସୂଚନା ଦେଇଛନ୍ତି ଡୁ୍ୟଟି ଅଫିସର ଡି.ଏମ ମହାପାତ୍ର । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୩୦ ...

    Read more

    ଆସନ୍ତା ୬ ଘଣ୍ଟାରେ ବାତ୍ୟାର ରୂପ ନେବ ଲଘୁଚାପ

    ଭୁବନେଶ୍ୱର:  ଭାରତ ମହାସାଗର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି ।  ଲଘୁଚାପ ଘନୀଭୂତ ହୋଇ ଡିପ ଡିପ୍ରେସନରେ ପରିଣତ ହୋଇଛି ।  ଏହା  ଆସନ୍ତା ୬ ଘଣ୍ଟାରେ ବାତ୍ୟା ଓ ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ।  ଏବେ ଚେନ୍ନାଇରୁ ୧୧୮୦ ଓ ମଚ୍ଛଲିପଟନମରୁ ...

    Maximum 500 characters

    ଆଂଚଳିକ View all

    Find Us on Facebook