Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାତିଲ ହେଲା କଲେଜ ନିର୍ବାଚନ, ୨ ଦିନ ଶିକ୍ଷାନୁଷ୍ଠାନ ଛୁଟି

    Share on :
    Date: Oct 10, 2018    Views: 3020

    ଭୁବନେଶ୍ୱର: ପ୍ରବଳ ଝଡ଼ତୋଫାନ ଓ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ସେହିପରି ୧୧ ଓ ୧୨ ତାରିଖରେ ସାରା ରାଜ୍ୟର ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ିଗୁଡ଼ିକୁ ବନ୍ଦ ରହିବ । ସୂଚନା ଯୋଗ୍ୟ ଯେ,  ଆଜି କଲେଜଗୁଡ଼ିକରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ ହୋଇଥିଲା । ଆସନ୍ତାକାଲି ସକାଳୁ ନିର୍ବାଚନ  କରାଯାଇଥାନ୍ତା । ପ୍ରଥମେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ କଲେଜ ନିର୍ବାଚନ ବାତିଲ ହେବ ବୋଲି କୁହାଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସାରା ରାଜ୍ୟରେ କଲେଜ ନିର୍ବାଚନକୁ ବାତିଲ କରାଯାଇଛି । 

    Read more

    ୧୧ ଆଇପିଏସ୍ ଅଫିସରଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ

    ଭୁବନେଶ୍ୱର : ଆସୁଥିବା ବାତ୍ୟାକୁ ନେଇ ରାଜ୍ୟରେ ୧୧ଟି ଜିଲ୍ଲାର ଦାୟିତ୍ୱ ୧୧ଜଣ ଆଇପିଏସ୍  ଅଫିସରଙ୍କୁ ଦିଆଯାଇଛି । ବାତ୍ୟା ସଠିକ୍ ମୁକାବିଲା କରିବା ପାଇଁ ସମସ୍ତ ଅଫିସର ମାନଙ୍କୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ମାନଙ୍କର ଦାୟିତ୍ୱ ଦିଆଯାଇଛି ...

    Read more

    ଓଡ଼ିଶାରେ ପଡ଼ିବ ‘ଫନି’ ପ୍ରଭାବ

    ଭୁବନେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଫନି’ର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି  ପୂର୍ବରୁ କୁହାଯାଉଥିଲେ ହେଁ ଏହାର କିଛିଟା ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ।  ଏନେଇ ସୂଚନା ଦେଇଛନ୍ତି ଡୁ୍ୟଟି ଅଫିସର ଡି.ଏମ ମହାପାତ୍ର । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୩୦ ...

    Read more

    ଆସନ୍ତା ୬ ଘଣ୍ଟାରେ ବାତ୍ୟାର ରୂପ ନେବ ଲଘୁଚାପ

    ଭୁବନେଶ୍ୱର:  ଭାରତ ମହାସାଗର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି ।  ଲଘୁଚାପ ଘନୀଭୂତ ହୋଇ ଡିପ ଡିପ୍ରେସନରେ ପରିଣତ ହୋଇଛି ।  ଏହା  ଆସନ୍ତା ୬ ଘଣ୍ଟାରେ ବାତ୍ୟା ଓ ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ।  ଏବେ ଚେନ୍ନାଇରୁ ୧୧୮୦ ଓ ମଚ୍ଛଲିପଟନମରୁ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook