Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଏସିଡ ମାଡ଼, ୩ ଆହତ

    Share on :
    Date: Oct 10, 2018    Views: 111

    ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପାଟଳିପଙ୍କ ଗ୍ରାମରେ ଏକ ପରିବାର ଉପରେ ଏସିଡ ମାଡ଼ ହୋଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି ।

    ସେମାନେ ହେଲେ ହିମାଂଶୁ ବାରିକ, ତାଙ୍କ  ପତ୍ନୀ ନମିତା ବାରିକ ଓ ଦୁଇ ବର୍ଷର ଝିଅ ଶୁଭଶ୍ରୀ । ହିମାଂଶୁଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

      ହିମାଂଶୁଙ୍କ ପରିବାର ଶୋଇଥିବାବେଳେ କେହି ଦୁର୍ବୃତ୍ତ ଝରକା ଦେଇ ସେମାନଙ୍କ ଉପରକୁ ଏସିଡ ମାଡ଼ କରିଥିବା ଅଭିଯୋଗ ହୋଇଛି । 

    Read more

    ଯୁବକଙ୍କୁ ଏସିଡ ମାଡ଼

    ଅନୁଗୁଳ: ଜମିବାଡ଼ିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଉପରକୁ ଏସିଡ ମାଡ଼ ହୋଇଛି । ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ବରମ ଗ୍ରାମରେ ଏହି ଘଟଣା ଘଟିଛି । ଏସିଡ ମାଡ଼ରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମ ଶୁକୃ ମାଝି । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ...

    Read more

    ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ଏସିଡ୍ ମାଡ଼


    କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଂଚଳରେ ଜନୈକ ଯୁବକ ଏକତରଫା ପ୍ରେମରେ ବିଫଳ ହେବାରୁ ଜଣେ ଛାତ୍ରୀଙ୍କୁ ଏସିଡ୍ ମାଡ଼ କରିଥିବା ଜଣାପଡ଼ିଛି । କଲମପୁର ଥାନା ବଙ୍କାପଲା ଛକ ନିକଟରେ ଛାତ୍ରୀଜଣଙ୍କ କମ୍ପୁ୍ୟଟର କ୍ଲାସ ଯାଉଥିବା ରାସ୍ତାରେ ଯୁବକ ଜଣକ ତାଙ୍କ ...

    Read more

    ୟୁପିରେ ଗଣକୁକର୍ମ ପୀଡ଼ିତାଙ୍କ ଉପରେ ୯ ବର୍ଷରେ ୫ ଥର ଏସିଡ୍ ଆକ୍ରମଣ

    ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଧାନୀ ଲକ୍ଷ୍ନୌର ଏକ ନିନ୍ଦନୀୟ ଘଟଣା ଲୋକଲୋଚନକୁ ଆସିଛି । ଯାହାକି ୟୁପିରେ ନାରୀମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ଚବାଚୀ ସୃଷ୍ଟି କରୁଛି । ପୂର୍ବରୁ ୟୁପିରେ ଝିଅମାନଙ୍କୁ ଅସାଦଚରଣ କରିବା ଏବଂ ଏସିଡ୍ ମାଡ କରିବା ଘଟଣା ଅନେକ ରହିଛି । ...

    Maximum 500 characters

    ଆଂଚଳିକ View all

    Find Us on Facebook