Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ‘ତିତଲି’ ପାଇଁ ୪ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

    Share on :
    Date: Oct 9, 2018    Views: 1973

    ଭୁବନେଶ୍ୱର : ଓଡ଼ିଶା ଉପକୂଳ ଆଡ଼କୁ ଉଗ୍ର ରୂପରେ ମାଡ଼ି ଆସୁଛି ତିତଲି  । ବାତ୍ୟା ତିତଲି ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ରଖିବା ପାଇଁ ସରକାର ଘୋଷଣା କରିଛନ୍ତି  । ସେହିପରି ଆସନ୍ତାକାଲିର ସ୍ଥିତି ପରଖିବା ପରେ ଅନ୍ୟ ଜିଲ୍ଲାମାନଙ୍କରେ ଛୁଟି ହେବ କି ନାହିଁ ସେନେଇ ନିଷ୍ପତି ନିଆଯିବ  ।

    Maximum 500 characters

    ତାଜା ଖବର View all

    Find Us on Facebook