Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଷ୍ଟିଲପ୍ଲାଂଟରେ ବିସ୍ଫୋରଣ, ୬ମୃତ

    Share on :
    Date: Oct 9, 2018    Views: 95

    ରାୟପୁର: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଥିବା ଭିଲାଇ ଷ୍ଟିଲପ୍ଲାଂଟରେ ଆଜି ବିସ୍ଫୋରଣ ଘଟି ୬ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୧୫ରୁ ଊଦ୍ଧ୍ୱର୍ ଆହତ ହୋଇଥିବା ଜଣାପଡ଼ିଛି । ଗ୍ୟାସ ପାଇପ ଫାଟି ଏହି ଭୟାବହ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସଂଗେ ସଂଗେ ଗୁରୁତର ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ମୃତାହତମାନଙ୍କୁ ଉଦ୍ଧାର କରିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook