ଆଜି ମହାଳୟା, ମା’ ସମଲେଶ୍ୱରୀଙ୍କ ହେବ ଧବଳମୁଖୀ ବେଶ

ଭୁବନେଶ୍ୱର: ଶୁକ୍ରବାର ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ସମ୍ବଲପୁରର ଅଦôଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବ । ଯାହାକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ। ବର୍ଷକରେ ଥରେ ମା’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଗଙ୍ଗା ...