Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବ୍ରାଉନ ସୁଗାର ଜବତ, ଜଣେ ଗିରଫ

    Share on :
    Date: Oct 8, 2018    Views: 101

    ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କାଦରାୟା ଗ୍ରାମରୁ ବ୍ରାଉନସୁଗାର ଜବତ କରାଯାଇଛି । ଜଣଙ୍କ ଘରୁ ପ୍ରାୟ ୩୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି ।

    ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି ।

    ଏନେଇ ପୁଲିସ ଜଣକୁ ଗିରଫ କରି ଘଟଣାର ତଦନ୍ତ କରୁଛି । 

    Maximum 500 characters

    ଆଂଚଳିକ View all

    Find Us on Facebook