Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୧୬ ନକ୍ସଲ ଗିରଫ

    Share on :
    Date: Oct 8, 2018    Views: 127

    ମାଲକାନଗିରି: ଲାଲବାହିନୀକୁ ଏକ ବଡ଼ ଝଟକା ଲାଗିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଅଞ୍ଚଳରୁ ୧୬ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାଯାଇଛି । ମିନିପା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଛତିଶଗଡ଼ ପୁଲିସ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା । 

    ପୁଲିସକୁ ଦେଖି ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ତେବେ ପୁଲିସ ୧୬ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ପୁଲିସ ବହୁ ସାମଗ୍ରୀ ମଧ୍ୟ ଜବତ କରିଛି । 

    Read more

    ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା କଲେ ନକ୍ସଲ

    ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲମାନେ ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ନକ୍ସଲମାନେ ତାଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ କଲମ ଦୁରୁଆ । ପୁଲିସ ଇନଫର୍ମର ସନେ୍ଦହରେ ...

    Read more

    ୬ଟି ଟ୍ରକ ଜାଳିଦେଲେ ନକ୍ସଲ

    ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲାରେ ଗତ ସୋମବାର ପୁଲିସ ଏନକାଉଣ୍ଟର କରି ୧୫ ଜଣ ନକ୍ସଲଙ୍କୁ ହତ୍ୟା କରିବା ପରେ ନକ୍ସଲମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ଛତିଶଗଡ଼ ଓ ଓଡ଼ିଶା ସୀମା ମାଲକାନଗିରିରେ ସେମାନେ ସେମାନଙ୍କ ଉପôାତ ଆରମ୍ଭ କରିଦେଇଛନ୍ତି ...

    Read more

    ପୋଷ୍ଟମାଷ୍ଟରକୁ ଗୁଳି କରି ହତ୍ୟା କଲେ ନକ୍ସଲ

    ମାଲକାନଗିରି: ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପପୁଲୁର ପଞ୍ଚାୟତର କମଳାପଦର ଗ୍ରାମର ପୋଷ୍ଟମାଷ୍ଟରଙ୍କୁ ନକ୍ସଲମାନେ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ନାୟାରଣ ପୋଲାସି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧୫ରୁ ୨୦ ସସସ୍ତ୍ର ...

    Maximum 500 characters

    ଆଂଚଳିକ View all

    Find Us on Facebook