ରାଜ୍ୟରେ ନିଶ୍ଚିତ ପରିବର୍ତ୍ତନ : ଅରୁଣ

କାମାକ୍ଷାନଗର: ସାଧାରଣ ନିର୍ବାଚନ ପରେ ରାଜ୍ୟରେ ନିଶ୍ଚିତ ପରିବର୍ତ୍ତନ ଆସିବ । ଏହା କହିଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂ । ଢେଙ୍କାନାଳ ଜିଲ୍ଲା ଭୁବନରେ ଅନୁଷ୍ଠିତ ବିଜେପିର ବିଜୟ ସଂକଳ୍ପ ଦିବସରେ ଯୋଗଦେଇ ଶ୍ରୀ ସିଂ ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ସିଂ ...