Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ବିଓବି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

    Share on :
    Date: Oct 5, 2018    Views: 31

    ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ବରୋଦା, କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ  ପରିବେଶକୁ କିପରି ସ୍ୱଚ୍ଛ ରଖାଯାଇପାରିବ ସେ ବିଷୟରେ ବାର୍ତ୍ତା ଦେଇ ଲୋକମାନଙ୍କୁ ସଚେତନ କରାଯାଇଥିଲା  । ଏହି ଉପଲକ୍ଷେ ନୟାପଲ୍ଲୀର ବେହେରା ସାହିଠାରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଉପ-ମହାପ୍ରବନ୍ଧକ ଏନ୍ ବେହେରା, ଡ଼ିଆରଏମ୍ ଭାରତ ଭୂଷଣ, ମୁଖ୍ୟ ପ୍ରବନ୍ଧକ ଏଚ୍. ସିନ୍ହା, ଆର୍ଡ଼ିବିଏମ୍ ମାନସ ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମ·ରୀମାନେ ଉପସି୍ଥତ ଥିଲେ ।

    Maximum 500 characters

    ଅର୍ଥନୀତି View all

    Find Us on Facebook