Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ସନ୍ତୋଷ ଜେମ୍ସ ହେଲେ ଏନଟିପିସିର ନୂତନ ସିଜିଏମ

    Share on :
    Date: Oct 4, 2018    Views: 37

    ତାଳଚେର: ତାଳଚେର କଣିହାଁସ୍ଥିତ ଏନଟିପିସିର ନୂତନ ମୁଖ୍ୟ ସାଧାରଣ ପରିଚାଳକ(ସିଜିଏମ)ଭାବେ ସନ୍ତୋଷ ଜେମ୍ସ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଓଡ଼ିଶାର ଦର୍ଲ୍ଲିପାଲିସ୍ଥିତ ସୁପର ଥର୍ମାଲ ପାୱାର ଷ୍ଟେସନର ମୁଖ୍ୟ ସାଧାରଣ ପରିଚାଳକଭାବେ କାର୍ଯ୍ୟ କରୁଥିଲେ ।  କୋଚିନ ବିଶ୍ୱବିଦ୍ୟାଳୟରୁ  ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଥିବା ସନ୍ତୋଷ ଜେମ୍ସ ୧୯୮୨ରେ ଯୋଗଦେଇଥିଲେ ।
    ତେଲେଙ୍ଗାନାର ରାମାଗୁଣ୍ଡମ ସୁପର ଥର୍ମାଲ ପାୱାର ଷ୍ଟେସନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । 

    Maximum 500 characters

    ଅର୍ଥନୀତି View all

    Find Us on Facebook