Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଘର ବିକି ଗାଁ ରାସ୍ତା ତିଆରି କଲେ

    Share on :
    Date: Sep 28, 2018    Views: 113

    ଉତରପ୍ରଦେଶର ଦାଦ୍ରୀ ଅଂଚଳରେ ରହୁଥିବା ରାଜେଶ ଦେବୀ ନାମକ ଜଣେ ମହିଳା ନିଜର ଘରର ଅଦେ୍ର୍ଧକ ଜାଗା ବିକି୍ର କରି ସେହି ଅର୍ଥରେ ଗାଁରେ ରାସ୍ତା ନିର୍ମାଣ କରିଛନ୍ତି । ଗାଁରେ ଥିବା ଖରାପ ରାସ୍ତା ଯୋଗୁ ଅନେକ ସମୟରେ ଗ୍ରାମବାସୀ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ବହୁ ସମସ୍ୟାରେ ପଡ଼ୁଥିଲେ । ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନ ଶୁଣୁନଥିଲା । ଶେଷରେ ସେ ଏହି ପଦକ୍ଷେପ ନେବାକୁ ମନ ବଳାଇଥିଲେ । ୫୫ବର୍ଷୀୟ ରାଜେଶ ଦେବୀ ନିକଟରେ ସେହି ଖରାପ ରାସ୍ତାରେ ଆସିବା ସମୟରେ ପଡ଼ିଯାଇ ଆହତ ହୋଇଥିଲେ । ପରେ ଚିକିତ୍ସା ହୋଇ ହସପିଟାଲରୁ ଫେରିବା ସେ ରାସ୍ତା ନିର୍ମାଣ କରିବାକୁ ମନସ୍ତ କରିଥିଲେ । ଅର୍ଥାଭାବ ଯୋଗୁ ସେ ଶେଷରେ ନିଜର ଘରର କିଛି ଅଂଶ ବିକ୍ରି କରିଦେଇଥିଲେ । 

    Maximum 500 characters

    ଅଜବ View all

    Find Us on Facebook