Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅକ୍ଟୋବର ୨ରୁ ବ୍ୟାଡ଼ମିଂଟନ ଇଷ୍ଟ ଜୋନ ଚମ୍ପିଆନସିପ୍

    Share on :
    Date: Sep 28, 2018    Views: 227

    ଭୁବନେଶ୍ୱର : ଅକ୍ଟୋବର ୨ରୁ ବ୍ୟାଡ଼ମିଂଟନ ଇଷ୍ଟ ଜୋନ ଚମ୍ପିଆନସିପ ଆରମ୍ଭ ହେବାକୁ ଯାଉଛି  । ଶହୀଦନଗର ଇନଡେ଼ାର ସାଇ ଏକାଡେ଼ମୀରେ ଏହି ପ୍ରତିଯୋଗିତା ହେବ  । ଅକ୍ଟୋବର ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା, ବେଙ୍ଗଲ, ବିହାର, ଝାରଖଣ୍ଡ, ଉତରପ୍ରଦେଶ, ଉତରାଖଣ୍ଡ ରାଜ୍ୟର ବହୁ ଆଗଧାଡ଼ିର ଖେଳାଳୀ ଅଂଶଗ୍ରହଣ କରିବେ  । ଅନେକ ଜାତୀୟ ଦଳର ଖେଳାଳୀ ମଧ୍ୟ ଏହି ଚମ୍ପିଆନସିପରେ ଭାଗ ନେବେ  ।

    ଏସମ୍ପର୍କରେ ସୂଚନା ଦେଇ ଓଡ଼ିଶା ବ୍ୟାଡ଼ମିଂଟନ ଆସୋସିଏସନର ସମ୍ପାଦକ ପ୍ରଦୀପ ମହାନ୍ତି କହିଛନ୍ତିଯେ, ମେନସ ସିଙ୍ଗଲସ, ଡବଲସ, ୱେମେନ ସିଙ୍ଗଲସ, ଡବଲସ, ଅଣ୍ଡର ୧୯ ବୟସ ଆଣ୍ଡ ଗାର୍ଲସ ସିଙ୍ଗଲସ, ଡବଲସ ଓ ଟିମ ଇଭେଂଟ ହେବ  ।

    Read more

    ଅଷ୍ଟ୍ରେଲିଆ ଓପନ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍: ବିପର୍ଯ୍ୟୟ ଘଟାଇଲେ ଶ୍ରୀକାନ୍ତ; କ୍ୱାର୍ଟରରେ ସିନ୍ଧୁ, ସାଇନା

    ସିଡନୀ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ଓପନ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ରେ ଭାରତୀୟ ଖେଳାଳିଙ୍କ ଦବ୍ଦବା ଜାରି ରହିଛି । ଭାରତୀୟ ପୁରୁଷ ତାରକା କାଦମ୍ବି ଶ୍ରୀକାନ୍ତ ଟୁର୍ଣ୍ଣାମେଣ୍ଟରେ ବୃହତ ବିଜୟ ଘଟାଇଛନ୍ତି । ସେ ବିଶ୍ୱର ଏକନମ୍ବର ଖେଳାଳି ସନ୍ ୱାନ୍ ...

    Read more

    ସୁଧିରମାନ କପ୍ ବ୍ୟାଡ଼ମିଣ୍ଟନ : ଚୀନ୍କୁ ହରାଇ ଦକ୍ଷିଣ କୋରିଆ ଚାମ୍ପିଅନ୍

    ଗୋଲ୍ଡ କୋଷ୍ଟ:ଷ୍ଟ୍ରେଲିଆରେ ଆୟୋଜିତ ସୁଧିରମାନ କପ୍ ମିକ୍ସଡ୍ ଟିମ୍ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ରେ ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଦକ୍ଷିଣ କୋରିଆ ୩-୨ରେ ଶକ୍ତିଶାଳୀ ଚୀନ୍କୁ ପରାସ୍ତ କରି ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି । ଏଥିସହ ଦକ୍ଷିଣ ...

    Read more

    ପୂର୍ବାଞ୍ଚଳ ବ୍ୟାଡ଼ମିଣ୍ଟନ ଏକାଡେ଼ମୀ ଉଦଘାଟିତ

    ଭୁବନେଶ୍ୱର: ସୋମବାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାଞ୍ଚଳ ବ୍ୟାଡ଼ମିଣ୍ଟନ ଏକାଡେ଼ମୀର ଶୁଭ ଉଦଘାଟନ କରିଛନ୍ତି । ଏଥିସହ ସେ ଏହି ଏକାଡେ଼ମୀ ପାଇଁ ହଷ୍ଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶହୀଦନଗରସ୍ଥ ଇନଡୋର ହଲ୍ରେ ଗତ ମାସ ୨୫ ତାରିଖରେ ଶୁଭାରମ୍ଭ ...

    Maximum 500 characters

    ଖେଳ ଖବର View all

    Find Us on Facebook