Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ କପ: ଫାଇନାଲ ଖେଳିବେ ଭାରତ- ବାଂଲାଦେଶ

    Share on :
    Date: Sep 27, 2018    Views: 93

    ଆବୁଧାବି: ଏସିଆ କପର ଫାଇନାଲ ମ୍ୟାଚ ଆସନ୍ତାକାଲି ୨୮ ତାରିଖ ହେବ । ଏଥିରେ ଭାରତ ପୁଣିଥରେ ବାଂଲାଦେଶକୁ ଭେଟିବ । ବୁଧବାର ହୋଇଥିବା ଶେଷ ସୁପର-୪ ମ୍ୟାଚରେ ପାକିସ୍ତାନକୁ ୩୭ରନରେ ହରାଇ ବାଂଲାଦେଶ ଫାଇନାଲକୁ ପ୍ରବେଶ କରିଛି । ପୂର୍ବରୁ ଦୁଇ ଦୁଇଥର ପାକିସ୍ତାନକୁ ଶୋଚନୀୟ ଭାବେ ହରାଇ ଭାରତ ଫାଇନାଲକୁ ପ୍ରବେଶ କରିସାରିଛି । ଗତଥର ମଧ୍ୟ ଭାରତ - ବାଂଲାଦେଶ ଫାଇନାଲ ମ୍ୟାଚ ଖେଳିଥିଲେ । ଟ୍ୱେଂଟି-୨୦ ଫର୍ମାଟରେ ଖେଳାଯାଇଥିବା ଏହି ସଂସ୍କରଣରେ ଭାରତ ବିଜେତା ହୋଇଥିଲା । ଭାରତ ସପ୍ତମ ଥର ଟ୍ରଫି ବିଜୟ ଲକ୍ଷ୍ୟରେ ରହିବ । ତୃତୀୟଥର ଫାଇନାଲ ଉଠିଥିବା ବାଂଲାଦେଶ ଭାରତ ସହିତ ପ୍ରତିଶୋଧ ନେଇ ପ୍ରଥମଥର ବିଜେତା ହେବାରେ ଲକ୍ଷ୍ୟରେ ରହିବ । 

    Maximum 500 characters

    ଖେଳ ଖବର View all

    Find Us on Facebook