Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପୁଣି ଓଡ଼ିଶାକୁ କେନ୍ଦ୍ରର ପୁରସ୍କାର

    Share on :
    Date: Sep 25, 2018    Views: 763

    ଭୁବନେଶ୍ୱର : ଓଡ଼ିଶା ସବୁଥିରେ ପଛେଇ ଯାଇଛି  । ଓଡ଼ିଶାରେ ପରିବର୍ତନ ଆସିବା ନିହାତି ଦରକାର  । ଏମିତି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ସରକାର ଓ ନବୀନ ପଟ୍ଟନାୟକଙ୍କୁ ନିଶାନା ସାଧୁଛନ୍ତି  । ହେଲେ ଅପରପକ୍ଷରେ ପୁଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ପୁରସ୍କୃତ କରାଯାଇଛି  । 

    ସହଜ ଜୀବିକା ନିର୍ବାହ ସୂଚକାଙ୍କରେ ଆନ୍ଧ୍ରପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଓ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି  ।  ଏହି ତିନି ରାଜ୍ୟକୁ ଏକ ରାଷ୍ଟ୍ରୀୟ କର୍ମଶାଳାରେ ପୁରସ୍କୃତ କରାଯାଇଛି  । କେନ୍ଦ୍ର ଆବାସ ଓ ସହରାଚଂଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ପୁରସ୍କାର ପ୍ରଦାନ କରିଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook