ଦାମ ଜଣେ ମିଛ ମାଷ୍ଟର: ସୂର୍ଯ୍ୟ

ଭୁବନେଶ୍ୱର: ମିଛ କହିବାରେ ଦାମୋଦର ରାଉତ ଜଣେ ମାଷ୍ଟର । ମଙ୍ଗଳବାର ଏକଥା କହିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଦାମଙ୍କ ଭାଗଚାଷୀ ଅଧ୍ୟାଦେଶ ମନ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି ସୂର୍ଯ୍ୟନାରାୟଣ ପାତ୍ର ଏହା କହିଛନ୍ତି । 

ପ୍ରକାଶ ଯେ, ଆଜି ସକାଳେ ଭାଗଚାଷୀ ...