Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବୁଡ଼ିଗଲେ ୨ ଭଉଣୀ

    Share on :
    Date: Sep 14, 2018    Views: 81

    ଅନୁଗୁଳ: ଚୁଆରେ ଗାଧୋଇବାବେଳେ ବୁଡ଼ିଗଲେ ୨ ଭଉଣୀ । ଏଭଳି ଏକ ଅଭାବନୀୟ ଘଟିଛି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଓଗି ପଞ୍ଚାୟତ ଅନ୍ତର୍ଗତ ଲେମ୍ବୁତଇଳା ଗ୍ରାମରେ । ମୃତ ଦୁଇ ଉଭଣୀଙ୍କ ବୟସ ୧୪ ଓ ୧୨ ବର୍ଷ ହୋଇଥିବା ସୂଚନା ମିଳିଛି । ଉଭୟ ଗ୍ରାମ ନିକଟରେ ଥିବା ଏକ ଚୁଆରେ ଗାଧୋଉଥିଲେ । ତେବେ ହଠାତ ଉଭୟ ବୁଡ଼ିଯାଇଥିଲେ ।  ଫଳରେ ଉଭୟଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook