Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖଣିରେ ବିସ୍ଫୋରଣ, ୨ ଗୁରୁତର

    Share on :
    Date: Sep 14, 2018    Views: 99

    କେନ୍ଦୁଝର: କେନ୍ଦୁଝର ସ୍ଥିତ ବଲାଣି ସେଲ ଖଣିରେ ଶୁକ୍ରବାର ବିସ୍ଫୋରଣ ଘଟିଛି । ଆଉ ଏହି ବିସ୍ଫୋରଣରେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ବଲାଣି ସେଲ ଖଣିର ୧୦ ନମ୍ବର ଲୋଡିଂ ପ୍ୟାନେଲରେ ବିସ୍ଫୋରଣ ଘଟିଥିବା ଜଣାଯାଇଛି । ତେବେ ଏହି ବିସ୍ଫୋରଣର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ଏଥିରେ ଗୁରୁତର ୨ ଜଣ ଶ୍ରମିକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook