Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କାନ୍ଥପଡ଼ି ଶିଶୁ ମୃତ

    Share on :
    Date: Sep 14, 2018    Views: 75

    ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଲିଙ୍ଗରାଜ ନଗରରେ କାନ୍ଥପଡ଼ି ଜଣେ ଶିଶୁର ମୃତୁ୍ୟ ଘଟିଛି ।  ପ୍ରକାଶ ଯେ, ଲିଙ୍ଗରାଜ ନଗରରେ ଥିବା ଲୋକାଲ ଫଣ୍ଡ କାର୍ଯ୍ୟାଳୟରେ ଅବ୍ୟବହୃତ ଅବସ୍ଥାରେ ରହିଛି । ଶିଶୁଟି ଉକ୍ତ କାର୍ଯ୍ୟାଳୟ ନିକଟରେ ଖେଳୁଥିବାବେଳେ କାର୍ଯ୍ୟାଳୟର କାନ୍ଥଟି ଭୁଶୁଡ଼ି ପଡ଼ିଥିଲା ।  ଫଳରେ କାନ୍ଥ ତଳେ ଶିଶୁଟି ଚାପି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତୁ୍ୟ ହୋଇଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook