Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପେଟ୍ରୋଲ ପିଇ ଶିଶୁ ମୃତ

    Share on :
    Date: Sep 14, 2018    Views: 119

    ବ୍ରହ୍ମପୁର: ପେଟ୍ରୋଲ ଦର ବୃଦ୍ଧି ପରୋକ୍ଷରେ ଲୋକଙ୍କ ଜୀବନ ନେଉଥିବାବେଳେ ସେହି ପେଟ୍ରୋଲ ଯୋଗୁଁ ଜଣେ ଶିଶୁର ଜୀବନ ଯାଇଛି । ପାଣି ଭାବି ଶିଶୁ ଜଣକ ପେଟ୍ରୋଲ ପିଇ ଦେବାରୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତୁ୍ୟ ହୋଇଛି । ବ୍ରହ୍ମପୁର ଶେରଗଡ଼ ଥାନା କାଳିଆଘାଇ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ୫ ବର୍ଷର ଶିଶୁଟି ଘରେ ଖେଳୁଥିବାବେଳେ ପେଟ୍ରୋଲକୁ ପାଣିଭାବି ପିଇ ଦେଇଥିଲା । ଏନେଇ ଜଣାପଡ଼ିବା ପରେ ପରିବାର ଲୋକେ ତାକୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତୁ୍ୟ ହୋଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook