Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଅଟୋ-ଟ୍ୟାଙ୍କର ଧକ୍କା, ମହିଳା ମୃତ

    Share on :
    Date: Sep 14, 2018    Views: 100

    ରାୟଗଡ଼ା: ରାୟଗଡ଼ା ଜିଲ୍ଲା କେକେପୁରର ନାଇଡୁପେଟା ନିକଟରେ ଶୁକ୍ରବାର ଏକ ଅଟୋ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଥିବାବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ଝିଞ୍ଜିରିବାଡ଼ିର ଲକ୍ଷ୍ମୀ ଆମ୍ମା । ଶୁକ୍ରବାର ସକାଳ ପ୍ରାୟ ୭ଟାରେ ଅଟୋଟି ଜେକେପୁରରୁ ରାୟଗଡ଼ା ଆସୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାଙ୍କର ସହ ତାର ମୁହାଁମୁହିଁ ଧକ୍କା ହୋଇଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook