Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ବିମାନବନ୍ଦରରୁ ସୁନା ଜବତ

    Share on :
    Date: Sep 13, 2018    Views: 129

    ଭୁବନେଶ୍ୱର: ପୁଣି ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁନା ଚୋରା ଚାଲାଣ ଧରାପଡ଼ିଲା । ୬୯୦.୫୫୦ ଗ୍ରାମ ଓଜନର ସୁନାକୁ ଜବତ କରାଯାଇଛି । କ୍ୱାଲାଲାମ୍ପୁରରୁ ଆସୁଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ଏହି ସୁନା ଜବତ କରାଯାଇଛି । ଉକ୍ତ ସୁନାକୁ ଏକ ଟ୍ରଲି ବ୍ୟାଗର ଆଲୁମିନିୟମ ଲାଇନିଙ୍ଗରେ ଲୁଚାଇ ଆଣିବା ବେଳେ ଧରାପଡ଼ିଛି । ସମ୍ପୃକ୍ତ ଭାରତୀୟ ବଂଶୋଦ୍ଭବ ଜଣକ ଚେନ୍ନାଇରୁ ଏୟାର ଏସିଆ ବିମାନ ଯୋଗେ ଭୁବନେଶ୍ୱର ଆସିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook