ଆଜି ଅଗ୍ରପୂଜ୍ୟ ଗଣପତିଙ୍କ ପୂଜା

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏଥିପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ପରିବେଶ । ବିଘ୍ନ ବିନାଶକଙ୍କ ଆରାଧନା ପାଇଁ ସମସ୍ତେ ତପôର । ଓଡ଼ିଶା ସମେତ ସାରା ଦେଶର ପ୍ରତି ଗଳିରେ ଶୋଭା ପାଉଛି ଗଣେଶଙ୍କ ଭିନ୍ନ ଭିନ୍ନ ମୂର୍ତ୍ତି । ...