Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ପେଟ୍ରୋଲ ଓ ଡିଜେଲ ହେଲା ମହଙ୍ଗା

    Share on :
    Date: Sep 13, 2018    Views: 255

    ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ ଗୁରୁବାର ପୁଣି ଥରେ ବୃଦ୍ଧି ଘଟିଛି ।  ପେଟ୍ରୋଲ ଲିଟର ପିଛା ୧୩ ପଇସା ଓ ଡିଜେଲ ଲିଟର ପିଛା ୧୧ ପଇସା ମହଙ୍ଗା ହୋଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୩ ପଇସା ବୃଦ୍ଧି ଘଟି ୮୧ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ଲିଟର ପିଛା ୧୧ ପଇସା ବଢି ୭୩ ଟଙ୍କା ୦୮ ପଇସାରେ ପହଞ୍ଚିଛି । 
    ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା ୩୯ ପଇସା ହୋଇଥିବାବେଳେ ଏଠାରେ ଡିଜେଲ ଲିଟର ପିଛା ୭୭ ଟଙ୍କା ୩୩ ପଇସା ହୋଇଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୪ଟଙ୍କା ୧୮ ପଇସା  ଓ ଡିଜେଲ ଲିଟର ପିଛା ୭୭ଟଙ୍କା ୩୩ ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୮୩ ଟଙ୍କା ୮୮ ପଇସା ଓ ଡିଜେଲ ଲିଟର ପିଛା ୭୫ ଟଙ୍କା ୯୯ ପଇସା ରହିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook