Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଏସସିବି ହାଉସ ସର୍ଜନମାନଙ୍କ ସମାବର୍ତନ ଉତ୍ସବ

    Share on :
    Date: Sep 12, 2018    Views: 79

    କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ହାଉସ ସର୍ଜନଙ୍କର ସମାବର୍ତ୍ତନ ଉତ୍ସବ ପୁରୁଣା ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ଡ. ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଡିନ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ, ଅଧିକ୍ଷକ ପ୍ରଫେସର ଡାକ୍ତର ପି.କେ ଦେବତା ଓ ସଂଘର ପରାମର୍ଶଦାତା ପ୍ରଫେସର ଡାକ୍ତର ନିରପମା ଚଇନି ଯୋଗଦେଇଥିଲେ । ଏହି ଅବସରରେ ୨୦୧୨-୧୭ ବ୍ୟାଚର ୧୫୦ରୁ ଉଦ୍ଧ୍ୱର୍ କନିଷ୍ଠ ଡାକ୍ତରଙ୍କୁ ପଦକ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook