Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏଣିକି ଥାଳି ଦରରେ ମିଳିବ ମହାପ୍ରସାଦ

    Share on :
    Date: Sep 12, 2018    Views: 1015

    ପୁରୀ: ଶ୍ରୀମନ୍ଦିରରେ ଏଣିକି ଥାଳି ଦରରେ ମହାପ୍ରସାଦ ମିଳିବ । ଯେଉଁଥି ପାଇଁ ଆନନ୍ଦ ବଜାରରେ ଭକ୍ତଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । କି ଅଧିକ ଟଙ୍କା ବି ଦେବାକୁ ପଡ଼ିବ ନାହିଁ । ୭୦,୮୦ ଓ ୧୨୦ ଟଙ୍କା । ଏମିତି ତିନି ପ୍ରକାର ଦରରେ ମିଳିବ ମହାପ୍ରସାଦ ଥାଳି । ଏନେଇ ଆନନ୍ଦ ବଜାରରରେ କୁଡ଼ୁଆ ମହାପ୍ରସାଦର ରେଟଚାର୍ଟ ଲଗାଯିବ । ପ୍ରଶାସନ ଓ ସୁଆର-ମହାସୁଆର ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook