Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦିଲ୍ଲୀରେ ଆରମ୍ଭ ହେଲା ଓଡ଼ିଶା ଇନଭେଷ୍ଟର୍ସ ମିଟ

    Share on :
    Date: Sep 12, 2018    Views: 197

    ଭୁବନେଶ୍ୱର: ବୁଧବାର ଦିଲ୍ଲୀରେ ଆରମ୍ଭ ହୋଇଛି ଓଡ଼ିଶା ଇନଭେଷ୍ଟର୍ସ ମିଟ । ଏହି ଇନଭେଷ୍ଟର୍ସ ମିଟରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଓ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।  ଏହି ଇନଭେଷ୍ଟର୍ସ ମିଟରେ ନବୀନ ଜିନ୍ଦଲଙ୍କ ସମେତ ବହୁ ଶିଳ୍ପପତି ଓ ନିବେଶକ ଉପସ୍ଥିତ ଅଛନ୍ତି । 

    ଓଡ଼ିଶାରେ ଅଧିକରୁ ଅଧିକ କିପରି ପୁଞ୍ଜିନିବେଶ ହୋଇପାରିବ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକାରୀଙ୍କୁ ଆକୃଷ୍ଟ କରିବା ଏହି ଇନଭେଷ୍ଟର୍ସ ମିଟର ଲକ୍ଷ୍ୟ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook