Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

    Share on :
    Date: Sep 12, 2018    Views: 119

    ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ସାହାଦା ଗ୍ରାମରେ ଜଣେ ସ୍ୱାମୀ ପିଟି ପିଟି ତାର ସ୍ତ୍ରୀକୁ ହତ୍ୟା କରବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅଜୟ କାମିଳା ମଦ ପିଇ ଘରକୁ ଆସିଥିଲେ । ସ୍ତ୍ରୀ ସୁମିତ୍ରା କାମିଳା(୨୮)ଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ସ୍ୱାମୀ ରାଗିଯାଇ ତାଙ୍କୁ ପିଟି ଥିଲେ । ଏହା ଦେଖି ପୋଡ଼ଶୀ ରାତି ୩ଟା ବେଳେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁମିତ୍ରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚାନ୍ଦିପୁର ପୁଲିସ ସ୍ୱାମୀ ଅଜୟକୁ ଗିରଫ କରିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook