Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଖରୀରେ ବୁଡ଼ି ୨ ନାବାଳକ ମୃତ

    Share on :
    Date: Sep 12, 2018    Views: 69

    ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସିଙ୍ଗିରି ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ଜଣଙ୍କ ମୃତୁ୍ୟ ହୋଇଛି । ମୃତକ ମାନେ ହେଲେ ସିଙ୍ଗିରି ଗ୍ରାମର ଓମ ବିଶ୍ୱାଳ(୧୦) ଓ ଆର୍ଯ୍ୟସୁମନ(୮) । ମୃତକ ଦ୍ୱୟ ପୋଖରୀରେ ଗାଧୋଉଥିବାବେଳେ ବୁଡ଼ିଯାଇଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ  ସେମାନେ ପୋଖରୀରେ ଭାସୁଥିବା ଦେଖି ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଜଗତସିଂହପୁର ମେଡିକାଲ ଆଣିଥିଲେ । ତେବେ ଡାକ୍ତର ସେମାନଙ୍କୁ  ମୃତ ଘୋଷଣା କରିଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook