ତେଲେଙ୍ଗାନାରେ ଅଛନ୍ତି ମାତ୍ର ୨ ମନ୍ତ୍ରୀ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିରୋଧରେ କଂଗ୍ରେସ, ତେଲଗୁଦେଶମ ପାର୍ଟି ଓ ସିପିଆଇ ହାତ ମିଳାଇଛନ୍ତି । ବିଧାନସଭା ଭଙ୍ଗକୁ ବିରୋଧ କରି ଏହି ଦଳଗୁଡ଼ିକ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏହି ୩ ଦଳର ନେତା ରାଜ୍ୟପାଳଙ୍କୁ ଭେଟି ...