Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଡଙ୍ଗାବୁଡ଼ି ଘଟଣା: ୪ ଜଣଙ୍କ ମୃତଦେହ ଉଦ୍ଧାର

    Share on :
    Date: Sep 12, 2018    Views: 91

    ମାଲକାନଗିରି: ମାଲକାନଗିରି ବାଲିମେଳା ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା  ୪ ଜଣଙ୍କ ମୃତଦେହ ବୁଧବାର ଉଦ୍ଧାର କରାଯାଇଛି । ପ୍ରକାଶ ଯେ, ଗତ ସୋମବାର ଦିନ ପ୍ରାୟ ୧୦ଟାରେ ନାକାମାମୁଡ଼ି ପଞ୍ଚାୟତ କେନ୍ଦୁଗୁଡ଼ୁ ଗ୍ରାମର ୭ଜଣ ଏକ ଦେଶୀ ଡଙ୍ଗାରେ ଜମିରୁ କାମ ସାରି ଘରକୁ ଫେରୁଥିବାବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା । ତେବେ ୩ ଜଣ ପହଁରି ପହଁରି କୂଳକୁ ଆସିଥିବାବେଳେ ୪ ଜଣ ନିଖୋଜ ଥିଲେ । ଗତକାଲି ଠାରୁ ଅଗ୍ନିଶମ ବିଭାଗର ଯବାନ ଓ ବୁଡ଼ାଳିମାନେ ସେମାନଙ୍କୁ ଖୋଜାଖୋଜି କରୁଥିଲେ ।  ତେବେ ଦୀର୍ଘ ୪୮ ଘଣ୍ଟା ପରେ ନିଖୋଜ ୪ ଜଣ ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ଶିଶୁ ଥିବା ଜଣାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook