Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୁକମ୍ପରେ ଥରିଲା ଜମ୍ମୁ ଓ ହରିୟାଣା

    Share on :
    Date: Sep 12, 2018    Views: 101

    ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଓ ହରିଆଣାରେ ବୁଧବାର ଭୋର ଭୂମିକମ୍ପ ଅନୁଭୂତ ହୋଇଛି । ରିପୋର୍ଟ ଅନୁସାରେ ଜମ୍ମୁ ଓ କଶ୍ମୀର ଓ ହରିଆଣାର ଝଜ୍ଜରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ ଓ କଶ୍ମୀରରେ ସକାଳ ୫ଟା ୧୫ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହା ରିକ୍ଟର ସ୍କେଲରେ ୪.୬ ତୀବ୍ରତା ଥିଲା ।
    ସେହିଭଳି ହରିୟାଣାର ଝଜ୍ଜରରେ ସକାଳ ୫ଟା ୪୩ ମିନିଟରେ ୩.୧ ତୀବ୍ରତାରେ ଭୂକମ୍ପ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook