Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୱାଜଙ୍କୁ ମିଳିଲା ୧୨ ଘଣ୍ଟାର ପାରୋଲ

    Share on :
    Date: Sep 12, 2018    Views: 175

    ଇସଲାମାବାଦ: ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପତ୍ନୀ କୁଲସୁମ ନୱାଜଙ୍କ ମଙ୍ଗଳବାର ଲଣ୍ଡନସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ତାଙ୍କ ଅନ୍ତିମ ସଂସ୍କାର ପାଇଁ ନୱାଜ ସରିଫ, ତାଙ୍କ ଝିଅ ମରିୟମ ନୱାଜ ଓ ତାଙ୍କ ଜ୍ୱାଇଁ କ୍ୟାପଟେନ ସଫଦରଙ୍କୁ ୧୨ ଘଣ୍ଟା ପାଇଁ ପାରୋଲରେ ଛାଡ଼ିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛି ।  ଏହି ୧୨ ଘଣ୍ଟା ସମୟରେ କିଛି  ନିୟମ ମଧ୍ୟ ପାଳନ କରିବାକୁ ପଡ଼ିବ  । ପ୍ରକାଶ ଯେ, କୁଲସମ ନୱାଜ ଗତ କିଛି ଦିନ ଧରି କର୍କଟରେ ଆ୍ରକାନ୍ତ ହୋଇ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତୁ୍ୟ ହୋଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook