Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୁଡ଼ିଲା ଡଙ୍ଗା: ୩ ମହିଳା ଓ ଜଣେ ଶିଶୁ ନିଖୋଜ

    Share on :
    Date: Sep 11, 2018    Views: 85

    ମାଲକାନଗିରି: ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ୪ ଜଣ ନିଖୋଜ ହୋଇଛନ୍ତି । ୪ ନିଖୋଜଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ଶିଶୁ ଥିବା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମ ନିକଟରେ ଡଙ୍ଗା ବୁଡ଼ି ଯାଇଥିଲା । ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗାରେ ମୋଟ ୭ ଜଣ ଥିବାବେଳେ ତାହା ବୁଡ଼ି ଯାଇଥିଲା । ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୪ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି । ନିଖୋଜମାନଙ୍କୁ ଖୋଜାଖୋଜି କରାଯାଉଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook