Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭୁବନେଶ୍ୱର-ପୁରୀ ବସ ଚଳାଚଳ ବନ୍ଦ

    Share on :
    Date: Sep 11, 2018    Views: 141

    ଭୁବନେଶ୍ୱର: ବସ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁଁ ମଙ୍ଗଳବାର ଭୁବନେଶ୍ୱର-ପୁରୀ ମଧ୍ୟରେ ବସ ଚଳାଚଳ ବନ୍ଦ ରହିଛି । ବସ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ଦୁଇ ସଂଘ ମଧ୍ୟରେ ବିବାଦ ହୋଇଥିଲା । ପୁରୀ ମାଲିକଙ୍କ ୧୨ଟି ବସକୁ ଭୁବନେଶ୍ୱରରେ ଅଟକ ରଖାଯାଇଥିବାବେଳେ ଭୁବନେଶ୍ୱରର ୮ଟି ବସ ୪ ଦିନ ହେଲା ପୁରୀରେ ଅଟକି ରହିଛି । ପୁରୀ ମାଲିକଙ୍କ ବସଗୁଡ଼ିକ ଯଦି ଭୁବନେଶ୍ୱର ମାଲିକ ସଂଘ ସେଠାରେ ପୁରାଇ ନଦିଏ ତେବେ ଭୁବନେଶ୍ୱର ମାଲିକଙ୍କ ବସ ପୁରୀରେ ପ୍ରବେଶ କରିପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବସ ଚଳାଚଳ ବନ୍ଦଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି । 

    Read more

    ବିଦୁ୍ୟତକାଟ, ଗଡ଼ୁନି ସରକାରୀ ବସ

    ଭୁବନେଶ୍ୱର: ବସ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁଁ ମଙ୍ଗଳବାର ଭୁବନେଶ୍ୱର-ପୁରୀ ମଧ୍ୟରେ ବସ ଚଳାଚଳ ବନ୍ଦ ରହିଛି । ବସ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ଦୁଇ ସଂଘ ମଧ୍ୟରେ ବିବାଦ ହୋଇଥିଲା । ପୁରୀ ମାଲିକଙ୍କ ୧୨ଟି ବସକୁ ଭୁବନେଶ୍ୱରରେ ଅଟକ ରଖାଯାଇଥିବାବେଳେ ଭୁବନେଶ୍ୱରର ...

    Read more

    ୫ଟି ବସ ଉପରକୁ ପଥରମାଡ଼

    ବସ ଧକ୍କାରେ ଛାତ୍ରର ମୃତୁ୍ୟ

    ଭୁବନେଶ୍ୱର: ବସ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁଁ ମଙ୍ଗଳବାର ଭୁବନେଶ୍ୱର-ପୁରୀ ମଧ୍ୟରେ ବସ ଚଳାଚଳ ବନ୍ଦ ରହିଛି । ବସ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ଦୁଇ ସଂଘ ମଧ୍ୟରେ ବିବାଦ ହୋଇଥିଲା । ପୁରୀ ମାଲିକଙ୍କ ୧୨ଟି ବସକୁ ଭୁବନେଶ୍ୱରରେ ଅଟକ ରଖାଯାଇଥିବାବେଳେ ଭୁବନେଶ୍ୱରର ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook