Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଖରୀରେ ବୁଡ଼ି ୩ ଭଉଣୀ ମୃତ

    Share on :
    Date: Sep 11, 2018    Views: 69

    ବାରିପଦା: ପୋଖରୀରେ ବୁଡ଼ି ୩ ସମ୍ପର୍କୀୟ ଭଉଣୀଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଘଟିଛି ।  ବାରିପଦା ସଦର ଥାନା ବଡ଼ବିଲା ଗାଁ ତାଡ଼ିସାହିରେ ଏଭଳି ଏକ ଅଘଟଣ ଘଟିଛି ।  ମାଆ ସହ ଗାଧୋଇବାକୁ ଯାଇଥିବାବେଳେ ସମସ୍ତେ ପୋଖରୀରେ ବୁଡ଼ି ଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ମା ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ । ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ୩ଜଣଙ୍କ ବୟସ ୧୨, ୧୦ ଓ ୮ ବର୍ଷ ହୋଇଥିବା ସୂଚନା ମିଳିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook