Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆରସିବିର ଅଧିନାୟକ ପଦରୁ ବିରାଟ ବିଦା !

    Share on :
    Date: Sep 9, 2018    Views: 845

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲିଙ୍କୁ ଝଟକା ଦେବା ଭଳି ଏକ ଖବର ଚାରିଆଡେ଼ ବ୍ୟାପି ଯାଇଛି । ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଅଧିନାୟକ ପଦରୁ ବହିଷ୍କାର କରାଯାଇଥିବା ଚର୍ଚ୍ଚା ହେଉଛି । ତେବେ ଆରସିବି ପକ୍ଷରୁ ଏଭଳି ଖବରକୁ ଖଣ୍ଡନ କରାଯିବା ସହ ଆଗାମୀ ସିଜିନରେ ମଧ୍ୟ ବିରାଟ ଦଳର ଅଧିନାୟକ ରହିବେ । ଏହା ପୂର୍ବରୁ ଖବର ଆସିଥିଲା ଯେ, ଆରସିବି ବିରାଟଙ୍କୁ ଅଧିନାୟକ ପଦରୁ ବାହାର କରି ଦକ୍ଷିଣ ଆଫିକାର ଏ.ବି ଡିଭିଲିୟର୍ସଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇ ସାରିଛି । ଖାଲି ଘୋଷଣା ବାକି ଅଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook