Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଷ ପିଇଲେ ଏସପି

    Share on :
    Date: Sep 5, 2018    Views: 183

    ଲକ୍ଷ୍ନୌ:  ବିଷ ପିଇଲେ ଏସପି । ଉତ୍ତରପ୍ରଦେଶର କାନପୁର ସିଟି ପୁଲିସ ଅଧିକ୍ଷକ ସୁରେନ୍ଦ୍ର କୁମାର ଦାସ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ସହରର ଏସପି ବିଷ ପିଇବା ଘଟଣା ପୁଲିସ ବିଭାଗକୁ ବିଚଳିତ କରିଦେଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଶ୍ରୀ ଦାସଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି । ତେବେ ବିଷ ପାନ କରିବାର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବେଳେ ଜଣେ ଏସପି ଏଭଳି କାମ କରିବାକୁ ନେଇ କେହି ବିଶ୍ୱାସ କରିପାରୁନାହାନ୍ତି ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook