Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗ୍ରେନେଡ ଆକ୍ରମଣରେ ୪ ଯବାନ ଆହତ

    Share on :
    Date: Sep 4, 2018    Views: 59

    ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବାରମୁଳା ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ୪ଜଣ ଅର୍ଦ୍ଧସାମରିକ ବାହିନୀର ଯବାନ ଆହତ ହୋଇଛନ୍ତି । ମଙ୍ଗଳବାର ସିଆରପିଏଫର ଏକ ଟିମ ଉପରକୁ ଆତଙ୍କବାଦୀମାନେ ଏହି ଗ୍ରେନେଡ ଫିଙ୍ଗିଥିଲେ । ଫଳରେ ଗୁରୁତରଭାବେ ଆହତ ହୋଇଥିବା ୪ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଯବାନମାନେ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook