Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗୁରୁବାର ଠାରୁ ରାଜ୍ୟରେ ଚାଲିବ ଘରୋଇ ବସ

ବରଗଡ଼: ମେଳଛାମୁଣ୍ଡା ଥାନା ସୁକଲତରମା ଜଙ୍ଗଲରେ ମାଓବାଦୀ- ଡିଭିଏଫ ଗୁଳି ବିନିମୟ

ଶିକ୍ଷକଙ୍କୁ ଆକ୍ରମଣ କଲେ ବରଦାସ୍ତ କରାଯିବନି: ମନ୍ତ୍ରୀ

ଗୁରୁବାର କଂଗ୍ରେସର ‘ସ୍ପିକ ଅଫ ଇଣ୍ଡିଆ’

ଭଦ୍ରକ: ବିଦୁ୍ୟତ ତାର ସଂସ୍ପର୍ଶରେ ୫ ବର୍ଷର ଶିଶୁ କନ୍ୟା ମୃତ

ପୁରୀ: ଦଇତାପତିଙ୍କ ହେଲା କରୋନା ଟେଷ୍ଟ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଆଜି ୧୦ ଜିଲ୍ଲାରୁ ୭୬ କରୋନା ପଜିଟିଭ ଚିହ୍ନଟ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଗାଡ଼ିରେ ବାନ୍ତି ହେଉଛି କି?

    Share on :
    ajab-Image
    Date: Sep 3, 2018    Views: 1541

    ଅଧିକାଂଶ ମହିଳା, ଯୁବତୀ ଯେ କୌଣସି ଗାଡ଼ିରେ ବସିଲେ ସେମାନଙ୍କ ବାନ୍ତି ହୋଇଥାଏ । ବିଶେଷ କରି ବସରେ ଯାଉଥିବା ଅବସ୍ଥାରେ ବେଶୀ ବାନ୍ତି ହୋଇଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ ସମସ୍ତଙ୍କ ବାନ୍ତି ହୋଇଥାଏ । ଗାଡ଼ିରେ ବସିଲେ ଗାଡ଼ି ସହ ଶରୀର ଗତିଶୀଳ ହୋଇଥାଏ । ଫଳରେ ଅତି ସେନସିଟିଭ ବ୍ୟକ୍ତିଙ୍କର ଭେଷ୍ଟିକୁଲାର ଯନ୍ତ୍ରାଂଶ ମସ୍ତିଷ୍କ ସହିତ ସମାନୁପାତିକ ସମ୍ପର୍କ ରକ୍ଷାକରିପାରେ ନାହିଁ । ଏଥିପାଇଁ ବାନ୍ତି ହୁଏ, ମୁଣ୍ଡ ବୁଲାଏ ଓ ଆଖିକୁ ଅନ୍ଧାର ଦିଶେ । ବାନ୍ତି ନହୋଇ ବାନ୍ତି ହେଲା ପରି ଲାଗିଲେ ଅଧିକ କଷ୍ଟ ଲାଗିଥାଏ । ବାନ୍ତି ହେବା ପରେ ଅବସ୍ଥା ସାଂଘାତିକ ହୋଇପାରେ । ଦେହ ଓ ମୁହଁ ଝାଳେଇ ଯାଏ । ଆଖି ଓ ନାକରୁ ପାଣି ଗଡ଼ିପଡେ଼ । ନାଡ଼ୀଗତି ତୀବ୍ର ହୁଏ । ନିମ୍ନ ରକ୍ତଚାପ ହୋଇପାରେ । ମୁଣ୍ଡ ବୁଲାଏ । ଅନ୍ଧାର ଦିଶେ । ବେକ ଭାରି ଲାଗେ । ମାନସିକ ସ୍ଥିରତା ନଷ୍ଟ ହୁଏ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook