Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଶ୍ରେଷ୍ଠ ଅମ୍ପାୟାର, ଯୁବ କ୍ରିକେଟର ପୁରସ୍କାର

    Share on :
    Date: Sep 2, 2018    Views: 254

    ଭୁବନେଶ୍ୱର: କ୍ରିକେଟ ବ୍ୟକ୍ତିତ୍ୱଙ୍କୁ ଚଳିତ ବର୍ଷର ସରୋଜ ମହାସୁଆର ସ୍ମୃତି ସମ୍ମାନ ପ୍ରଦାନ ପାଇଁ ନାମ ଘୋଷିତ ହୋଇଛି । ସରୋଜ ମହାସୁଆର ଶ୍ରେଷ୍ଠ ଅମ୍ପାୟାରଭାବେ ନିର୍ମଳ ମିଶ୍ରଙ୍କ ନାମ ଘୋଷିତ ହୋଇଛି । ସେହିପରି ସରୋଜ ମହାସୁଆର ଯୁବ କ୍ରିକେଟରଭାବେ ରଘୁନାଥ ମଲ୍ଲଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତା ୬ ତାରିଖ ଦିନ ଭୁବନେଶ୍ୱର ଟାଉନ କ୍ଲବ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଉଭୟଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook