Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୦ରୁ ମହିଳା କଂଗ୍ରେସର ଆକ୍ରୋଶ ଯାତ୍ରା

    Share on :
    Date: Sep 1, 2018    Views: 1343

    ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୦ରୁ ୩୦ ପର୍ଯ୍ୟନ୍ତ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆକ୍ରୋଶ ଯାତ୍ରା କରାଯିବ  । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରୋଶ ଯାତ୍ରା ହେବ  । ମହିଳାଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଉଭୟ ସରକାର ବିଫଳ ହୋଇଛନ୍ତି ବୋଲି  ମହିଳା କଂଗ୍ରେସ ସାରା ରାଜ୍ୟରେ ବାର୍ତ୍ତା ଦେବ  । ସବୁ ଜିଲ୍ଲାରେ ଶୋଭାଯାତ୍ରା ସହ ସମାବେଶ ମଧ୍ୟ କରାଯିବ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ସୂଚନା ଦେଇଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook