Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଆସିଲା ନୂଆ ୧୦୦ ଟଙ୍କିଆ

    Share on :
    Date: Sep 1, 2018    Views: 945

    ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଲୋକଙ୍କ ହାତକୁ ଆସିବ ନୂଆ ୧୦୦ ଟଙ୍କିଆ ନୋଟ । ବର୍ତ୍ତମାନ ଆରବିଆଇ ଏହି ନୂଆ ଟଙ୍କାକୁ ତା’ର ନିଜ କର୍ମଚାରୀଙ୍କୁ ବାଣ୍ଟିଛି । ଏଥିସହିତ ଏସବିଆଇ ମୁଖ୍ୟ ଶାଖାକୁ ମଧ୍ୟ ପଠାଇଛି । ଆସନ୍ତା ସପ୍ତାହରେ ସାଧାରଣ ଲୋକମାନେ ଏହି ନୂଆ ୧୦୦ ଟଙ୍କିଆ ପାଇପାରିବେ । ତେବେ ନୂଆ ଟଙ୍କା ସହିତ ପୁରୁଣା ଟଙ୍କା ମଧ୍ୟ ବଜାରରେ ଯେପରି ଚାଲୁଥିବା ସେହିପରି ଚାଲିବ ବୋଲି ଆରବିଆଇ ସ୍ପଷ୍ଟ କରିଛି । ଏହି ନୂଆ ୧୦୦ ଟଙ୍କିଆ ବାଇଗଣୀ ରଙ୍ଗର କରାଯାଇଛି । ଏଥିରେ ଦୁଇ ଡଜନରୁ ଅଧିକରୁ ସିକୁ୍ୟରିଟି ଫିଚର ରଖାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ପ୍ରାୟ ୮୦୦ କୋଟି ଟଙ୍କାର ନୂଆ କରେନ୍ସି ଆସିଥିବା ଜଣାପଡ଼ିଛି । 

    Maximum 500 characters

    ଅର୍ଥନୀତି View all

    Find Us on Facebook