Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତକୁ ଆଉ ୨ଟି ସ୍ୱର୍ଣ୍ଣ

    Share on :
    Date: Sep 1, 2018    Views: 187

    ଜାକର୍ତା:  ଏସିଆନ ଗେମସରେ ଶନିବାର ଭାରତକୁ ୨ଟି ସ୍ୱର୍ଣ୍ଣ ମିଳିଛି । ଏସିଆନ ଗେମସର ୧୪ଦିନରେ ଭାରତକୁ ବକ୍ସିଂରେ ସ୍ୱର୍ଣ୍ଣ ଆଣିଦେଇଛନ୍ତି ଅମିତ ପଙ୍ଗଲ । ୪୯ କେଜି ପୁରୁଷ ବକ୍ସିଂରେ ସେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ବି୍ରଜରେ ପ୍ରଣବ ବର୍ଦ୍ଧନ  ଓ ଶିବନାଥ ସରକାରଙ୍କୁ ସ୍ୱର୍ଣ୍ଣପଦକ ମିଳିଛି । ଆଜିର ଏହି ପଦକ ମିଶାଇ ଭାରତକୁ ମୋଟ ୬7ଟି ପଦକ ମିଳିଛି । ସେଥିମଧ୍ୟରୁ ସ୍ୱର୍ଣ୍ଣ ୧୫ଟି, ରୌପ୍ୟ ୨୩ଟି ଓ ବ୍ରୋଞ୍ଚ ୨୯ଟି ମିଳିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook